ପରଲୋକରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ପରଲୋକରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ପରଲୋକ ହୋଇଛି। କରୋନାରେ ସଂକ୍ରମିତ ଥିବା ରଞ୍ଜିତ ସିହ୍ନାଙ୍କର ଆଜି ସକାଳେ ବିୟୋଗ ହୋଇଛି। ଗୁରୁବାର ରାତିରେ ସିହ୍ନା କରୋନା ପଜିଟିଭ୍ ଥିବା ନେଇ ଜଣାପଡ଼ିଥିଲା। ଆଜି ସକାଳେ ୪ଟା ୩୦ ମିନିଟ ସମୟରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି।

ସିହ୍ନା ବିହାର କ୍ୟାଡରର ୧୯୭୪ ବ୍ୟାଚର ଆଇପିଏସ। ସେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ୍ ଫୋର୍ସ (ଆଇଟିବିପି) ଏବଂ ରେଳ ସୁରକ୍ଷା ବଳରେ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ୨୦୧୨ରେ ସିବିଆଇ ପଦ ଗ୍ରହଣ କରିବା ପୂର୍ବରୁ ସେ ପାଟନା ଏବଂ ଦିଲ୍ଲୀ ସିବିଆଇ ବ୍ୟୁରୋର ବରିଷ୍ଠ ପଦବୀରେ ଥିଲେ।

The post ପରଲୋକରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ appeared first on Odisha Reporter.



from Odisha Reporter https://ift.tt/3mPHqKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages