ନିଜ ଜମିକୁ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 20, 2021

ନିଜ ଜମିକୁ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ ଚାଷୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ନିଜ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଚାଷୀ। ପାଦରେ ଦଳିମକଚି ଜୀବନ ନେଲା ଚାଷୀ। ଏପରି ଦୁଃଖଦ ଘଟଣା ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭରସୂଜା ପଂଚାୟତ ଅନ୍ତର୍ଗତ ଦର୍ଲିପାଲି ଗାଁରେ ଘଟିଛି।  । ମୃତ ଚାଷୀ ହେଲେ ବିରଚିଂ ସାହୁ ।   ବିରଚିଂଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅସହାୟ ହୋଇଯାଇଛନ୍ତି ।

ତୁରନ୍ତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି ସ୍ଥାନୀୟ ସରପଂଚ ଏବଂ ଗାଁ ଲୋକେ । ଭୋରରୁ ଘଟଣା ସଂର୍ପକରେ ଜଂଗଲ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କେହି ପହଚିଂନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଏବେ ବି ହାତୀ ପଲଭରସୁଜା ଅଂଚଳରେ ଥିବା ଅନୁମାନ କରାଯାଉଛି । ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

The post ନିଜ ଜମିକୁ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/3gEsA9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages