ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୪ ହଜାର ଟପିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪,୪୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୭୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୮୭୧ଟି ହେଉଛି ଲୋକାଲ୍ କେସ୍।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭, ନୂଆପଡ଼ାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧, ଝାରସୁଗୁଡ଼ାରୁ ୨୩୧ ଓ ପୁରୀରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 18th April
New Positive Cases: 4445
In quarantine: 2574
Local contacts: 1871(Details of local contacts will be shared by concerned Dist Administration)
District Wise Cases:
1. Angul: 87
2. Balasore: 123
3. Bargarh: 178
4. Bhadrak: 43
5. Balangir: 168— I & PR Department, Odisha (@IPR_Odisha) April 19, 2021
22. Mayurbhanj: 100
23. Nawarangpur: 127
24. Nayagarh: 50
25. Nuapada: 437
26. Puri: 219
27. Rayagada: 53
28. Sambalpur: 241
29. Sonepur: 22
30. Sundargarh: 722
31. State Pool: 125New recovery: 1309
Cumulative tested: 9636052
Positive:372703
Recovered:346134
Active case: 24568— I & PR Department, Odisha (@IPR_Odisha) April 19, 2021
The post ରାଜ୍ୟରେ ୪ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ, ସୁନ୍ଦରଗଡ଼ରେ ୭୦୦ରୁ ଅଧିକ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3gkkguW
No comments:
Post a Comment