ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍, ଦ୍ୱିତୀୟ ଏମ୍ସ ପାଇଁ ଅନୁଧ୍ୟାନ କରିବ ଭିତ୍ତିଭୂମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 2, 2021

ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍, ଦ୍ୱିତୀୟ ଏମ୍ସ ପାଇଁ ଅନୁଧ୍ୟାନ କରିବ ଭିତ୍ତିଭୂମି

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍ ପହଁଚିଛି । ଦ୍ୱିତୀୟ ଏମ୍ସ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ୫ ଜଣିଆ କେନ୍ଦ୍ରୀୟ ଟିମ୍ । ରାଜ୍ୟ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟର ୪ ଜଣ ସଦସ୍ୟ ବି ସାଥିରେ ଅଛନ୍ତି  । ଏହି ଟିମ୍  ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଭିତ୍ତିଭୂମି ଅନୁଧ୍ୟାନ କରିବ । ଅନୁଧ୍ୟାନ ପରେ ପ୍ରାଥମିକ ରିପୋର୍ଟ କେନ୍ଦ୍ରକୁ ଦିଆଯିବ  ।

ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହାପରେ ଆଜି କେନ୍ଦ୍ରୀୟ ଟିମ୍  ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି  ।

The post ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍, ଦ୍ୱିତୀୟ ଏମ୍ସ ପାଇଁ ଅନୁଧ୍ୟାନ କରିବ ଭିତ୍ତିଭୂମି appeared first on Odisha Reporter.



from Odisha Reporter https://ift.tt/39Ah5uT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages