ଧରାପଡ଼ିଲା ହାଇଟେକ ଅଳଙ୍କାର ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 11, 2021

ଧରାପଡ଼ିଲା ହାଇଟେକ ଅଳଙ୍କାର ଲୁଟେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସ ହାତରେ ଧରାପଡିଲା ହାଇଟେକ ଅଳଙ୍କାର ଲୁଟେରା। ଅନ୍ତଃରାଜ୍ୟ ସୁନା ଅଳଙ୍କାର ଲୁଟେରା ବିଶାଳ କୁମାର ଲେଲେଙ୍ଗାକୁ ଆଜି  ଗିରଫ କରିଛି ପୁଲିସ। ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ଡେରା ପକାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା ।

ନିକଟରେ ସେ ସମ୍ବଲପୁର, ଝାରସୁଗୁଡା ଓ ପୁରୀର ଅନେକ ଅଳଙ୍କାର ଦୋକାନରୁ ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲା। ଧରାପଡ଼ିବା ପରେ କମିଶନରେଟ ପୁଲିସ ତାକୁ ସମ୍ବଲପୁର ପୁଲିସକୁ ହସ୍ତାନ୍ତର କରିଛି। ଉଚ୍ଚଶିକ୍ଷିତ ତଥା ଏମବିଏ ପଢ଼ିଥିବା ଏହି ଲୁଟେରା ନାମୀ ଦାମୀ ଦୋକାନକୁ ଟାର୍ଗେଟ କରିଥାଏ।

ନିଜକୁ ଇନକମ ଟ୍ୟାକ୍ସ ଅଫିସର ବୋଲି ପରିଚୟ ଦେଇ ସୁନାଗହଣା କିଣିଥାଏ। ଅନଲାଇନ୍ ପେମେଣ୍ଟ କରିବାକୁ କହି ଦୋକାନୀଙ୍କୁ ଚକମା ଦେଇ ଲୁଟ କରି ଖସି ପଳାଇଥାଏ ।

The post ଧରାପଡ଼ିଲା ହାଇଟେକ ଅଳଙ୍କାର ଲୁଟେରା appeared first on Odisha Reporter.



from Odisha Reporter https://ift.tt/2QeSB3E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages