ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୬୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ରିପୋର୍ଟ ଆସିଛି। ଏହା ସହିତ ଲଗାତାର ତିନି ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହୁଛି।
୬,୬୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୮୯ ଜଣ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୭୮୮ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡ଼ାରୁ ୩୪୩, କଟକରୁ ୩୩୬, ବରଗଡ଼ରୁ ୨୯୦, ବଲାଙ୍ଗିରରୁ ୨୩୪, ନବରଙ୍ଗପୁରରୁ ୨୨୪, କେନ୍ଦୁଝରରୁ ୧୮୩, ସମ୍ବଲପୁରରୁ ୧୭୫, ଗଞ୍ଜାମରୁ ୧୬୧, ଅନୁଗୋଳରୁ ୧୪୧, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୧୧୬, ନୟାଗଡ଼ରୁ ୧୧୦, ଗଜପତିରୁ ୯୬, କୋରାପୁଟରୁ ୬୭ ଓ ବାଲେଶ୍ୱରରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱରରୁ ୫୩ ଜଣ, ଭଦ୍ରକରୁ ୪୧, ବୌଦ୍ଧରୁ ୩୯, ଦେବଗଡ଼ରୁ ୩୪, ଜଗତସିଂହପୁରରୁ ୬୫, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, ମାଲକାନଗିରିରୁ ୧୭ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।
ଏପ୍ରିଲ ୨୨ ଓ ୨୧ ତାରିଖରେ ଯଥାକ୍ରମେ ୬,୨୧୫ ଓ ୬,୧୬୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା।
Covid-19 Report For 23rd April
New Positive Cases: 6647
In quarantine: 3855
Local contacts: 2792(Details of local contacts will be shared by concerned Dist Administration)
District Wise Cases:
1. Angul: 141
2. Balasore: 53
3. Bargarh: 290
4. Bhadrak: 41
5. Balangir: 234— I & PR Department, Odisha (@IPR_Odisha) April 24, 2021
Covid-19 Report For 23rd April
New Positive Cases: 6647
In quarantine: 3855
Local contacts: 2792(Details of local contacts will be shared by concerned Dist Administration)
District Wise Cases:
1. Angul: 141
2. Balasore: 53
3. Bargarh: 290
4. Bhadrak: 41
5. Balangir: 234— I & PR Department, Odisha (@IPR_Odisha) April 24, 2021
The post ଲଗାତାର ତୃତୀୟ ଦିନ ପାଇଁ ୬ ହଜାରୁ ଅଧିକ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୧,୧୮୯ appeared first on Odisha Reporter.
from Odisha Reporter https://ift.tt/3tRn7jc
No comments:
Post a Comment