୧୭ ଏପ୍ରିଲ, ଶନିବାର: ଭାଗ୍ୟ ବଦଳିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

୧୭ ଏପ୍ରିଲ, ଶନିବାର: ଭାଗ୍ୟ ବଦଳିପାରେ

ମେଷ: ଆପଣଙ୍କ କଥାକୁ ସମସ୍ତେ ଗୁରୁତ୍ୱ ଦେବେ। ଘର ପାଇଁ କିଛି ଦାମୀ ଜିନିଷ କିଣିବେ। ଭାଇଭଉଣୀଙ୍କ ମଧ୍ୟରେ ଭଲ ସଂପର୍କ ରହିବ।

ବୃଷ: ରୋଷେଇ କରି ଅନ୍ୟକୁ ଖୁଆଇ ପ୍ରଶଂସା ପାଇବେ। ଗଳାରେ ସମସ୍ୟା ଦେଖା ଦେଇପାରେ। ଅର୍ଥ ସମସ୍ୟା ଦେଖା ଦେଇପାରେ।

ମିଥୁନ: କିଛି ଦ୍ରବ୍ୟ ହଜିଯିବା ବା ଚୋରି ହେବାର ସମ୍ଭାବନା ରହିଛି। ଯେକୌଣସି କାଗଜପତ୍ରରେ ଦସ୍ତଖତ କରିବା ପୂର୍ବରୁ ଭଲ ଭାବେ ପଢ଼ି ନିଅନ୍ତୁ। ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ଅଛି।

କର୍କଟ: ବ୍ୟବସାୟ କରୁଥିବା ଲୋକଙ୍କ ଆୟବ୍ୟୟ ସମାନ ରହିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ।

ସିଂହ: ସରକାରୀ କ୍ଷେତ୍ରରୁ ଲାଭବାନ ହେବେ। ନୂତନ କର୍ମ ପ୍ରାପ୍ତିର ସମ୍ଭାବନା ରହିଛି। ଅନେକ ଦିନରୁ ଯେଉଁ ଅର୍ଥ ପାଇବା ପାଇଁ ଚେଷ୍ଟା କରିପାରିନଥିଲେ, ଆଜି ଚେଷ୍ଟା କଲେ ପାଇଯିବେ।

କନ୍ୟା: ଭାଗ୍ୟ ବଦଳିପାରେ। ପିତାଙ୍କ ଠାରୁ ସହଯୋଗ ମିଳିବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଠିକ୍ ଭାବରେ କରିବେ।

ତୁଳା: ଅନେକ ଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟ ହାତକୁ ନେବେ। ଗୁରୁଙ୍କ ଆଶୀର୍ବାଦ ମିଳିବ।

ବିଛା: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ପ୍ରତିଶୋଧ ପରାୟଣ ହୁଅନ୍ତୁ ନାହିଁ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବ।

ଧନୁ: ଜୀବନ ସାଥୀଙ୍କ ସହିତ ବିବାଦ ଥିଲେ, ତା’ର ସମାଧାନ ହୋଇଯିବ। କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବ୍ୟସ୍ତ କରିବ।

ମକର: ବ୍ୟବସାୟରେ ବିଭିନ୍ନ ପ୍ରକାରର ବାଧା ଉପୁଜିବ। ତେଣୁ କ୍ଷତି ହୋଇପାରେ। ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। କୌଣସି ମହିଳା ଆପଣଙ୍କ ସହିତ ଶତ୍ରୁ ଭଳି ବ୍ୟବହାର କରିବେ।

କୁମ୍ଭ: ବନ୍ଧୁଙ୍କ ସହିତ ଥିବା ବିବାଦ ଦୂର ହେବ। ନୂତନ ସମ୍ପର୍କରେ ମନ ଲାଗିବ। ଉପହାର ମିଳିବ।

ମୀନ: ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଜମି କିମ୍ବା ଘର ଆଦି କିଣିବାକୁ ସୁଯୋଗ ଆସିପାରେ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି।

The post ୧୭ ଏପ୍ରିଲ, ଶନିବାର: ଭାଗ୍ୟ ବଦଳିପାରେ appeared first on Odisha Reporter.



from Odisha Reporter https://ift.tt/3efMm8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages