ଆଠଦିନ ହେବ ପରିବାରରେ ଚୁଲି ଲାଗିନି । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପୁରା ପରିବାର । ଅଚଳ ହୋଇ ବସି ରହିଛି ଭିନ୍ନକ୍ଷମ ଭାଇ…ମୁଣ୍ଡପିଟି କାନ୍ଦୁଛନ୍ତି ମା ବାପା… ଘରର ଏକମାତ୍ର ସାହାରାକୁ ଖୋଜି ଆଣିବା ପାଇଁ ପରିବାର ଲୋକ କେମିତି ବିକଳ ହୋଇ ଅନୁରୋଧ କରୁଛନ୍ତି ଥରେ ଶୁଣନ୍ତୁ।
The post ‘ଆମ ପୁଅକୁ ଖୋଜିଆଣ’ appeared first on Odisha Reporter.
from Odisha Reporter https://ift.tt/3h4agX4
No comments:
Post a Comment