ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ତବ୍ଧ ହୋଇଯାଇଥିଲେ ସୁନିତା …ପାଦତଳୁ ଖସି ଯାଇଥିଲା ମାଟି …ଉଜୁଡି ଯାଇଥିଲା ସୁନାର ସଂସାର …ଭାଙ୍ଗିଯାଇଥିଲା ସୁନେଲି ସ୍ୱପ୍ନ… ଏହି ଅଦୃଶ୍ୟ ମହାମାରୀ ସତେ ଯେମିତି ଝଡ଼ ରୂପରେ ଆସି ନବବିବାହିତ ଏହି ଦମ୍ପତିଙ୍କ ସ୍ୱପ୍ନର ତାଜମହଲକୁ ଧୂଳିସାତ କରିଦେଇଥିଲା … ଦେଖନ୍ତୁ ନୟାଗଡ଼ରୁ ଏହି ସ୍ପେସିଆଲ ରିପୋର୍ଟ
The post ସିନ୍ଦୁର ଲିଭିଗଲା ବୋଲି ଜୀବନ ହାରିଦେଲେ ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3nKcuw8
No comments:
Post a Comment