ଜିମ୍ ଭିତରେ ଝୁଲନ୍ତା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

ଜିମ୍ ଭିତରେ ଝୁଲନ୍ତା ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଏକ ଜିମ୍ ଭିତରୁ ଗୋଟିଏ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍‌।

ମୃତ ଯୁବକଙ୍କ ନାଁ ରଞ୍ଜିତ ନାୟକ। ସେ ଭୁବନେଶ୍ୱରର ୟୁନିଟ୍‌ ୬ ଅଞ୍ଚଳରେ ରହୁଥିଲେ। ସେ ଏହି ଜିମ୍‌ରେ ସିକ୍ୟୁରିଟିଗାର୍ଡ ଭାବେ କାର୍ଯ୍ୟ କରୁଥିଲେ।

ରଞ୍ଜିତଙ୍କ ମୃତ୍ୟୁ କେମିତି ହେଲା, ସେ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି। ଅନ୍ୟପକ୍ଷରେ ରଞ୍ଜିତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

The post ଜିମ୍ ଭିତରେ ଝୁଲନ୍ତା ମୃତଦେହ appeared first on Odisha Reporter.



from Odisha Reporter https://ift.tt/2S3moNU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages