ଅଦରକାରୀ ଜିନିଷରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି ପ୍ରୋନିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଅଦରକାରୀ ଜିନିଷରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି ପ୍ରୋନିତ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ । ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି।

ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି ୨୦ ଦିନ ସମୟ । ପରିବାର ଲୋକେ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଛନ୍ତି । ସୋଲ, ଚକଲେଟ ଜରି, କାଠି ଆଦି ଜିନିଷରେ ସେ ଏହି ରଥ ତିଆରି କରିଛନ୍ତି।

ଛାତ୍ର ପ୍ରୋନିତ କହିଛନ୍ତି ଯେ, ଛୋଟବେଳୁ ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ। ତାଙ୍କ ପ୍ରତି ଛୋଟବେଳୁ ମୋର ଗୋଟିଏ ଆଗ୍ରହ ରହି ଆସିଛି। ଆମର ଜିରପାଣି ମନ୍ଦିର ସେବାୟତଙ୍କଠାରୁ ଅନେକ କିଛି ଶିଖିବାକୁ ପାଇଛି। ଏହି ରଥଟିକୁ ତିଆରି କରିବାରେ ମତେ ୨୦ ଦିନ ଲାଗିଛି।

The post ଅଦରକାରୀ ଜିନିଷରେ ନନ୍ଦିଘୋଷ ରଥ ତିଆରି କରିଛନ୍ତି ପ୍ରୋନିତ appeared first on Odisha Reporter.



from Odisha Reporter https://ift.tt/3gUPLdF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages