ଘରେ ପ୍ରସ୍ତୁତ କରନ୍ତୁ ମସରୁମ କ୍ରିପସି ଫିସ ଫ୍ରାଏ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଘରେ ପ୍ରସ୍ତୁତ କରନ୍ତୁ ମସରୁମ କ୍ରିପସି ଫିସ ଫ୍ରାଏ 

ଆବଶ୍ୟକ ସାମଗ୍ରୀ: ମାଛ, ରସୁଣ, ଧନିଆ ପତ୍ର, କାଜୁ, ଲୁଣ, ଅଏଲ, ମସରୁମ, ଚିଲି ଫ୍ଲେକ୍ସ, କର୍ଣଫ୍ଲୋର, ଚାଉଳ ଗୁଣ୍ଡ, ଲେମନ ଗ୍ରାସ,

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଧନିଆ ପତ୍ର, ରସୁଣ, କାଜୁ, ଲୁଣ, ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ l

ଏହି ରେସିପି ପାଇଁ ପେଟି ମାଛ ନିଅନ୍ତୁ l ଏବେ ମାଛକୁ ଭଲ ଭାବେ ଧୋଇ ଏହି ପେଷ୍ଟକୁ ମାରିନେଟ କରି ଥୋଇ ଦିଅନ୍ତୁ l

ଏଥର ଏକ ପ୍ୟାନରେ ତେଲ ଗରମ କରି ରସୁଣ, ଧନିଆ ପତ୍ର କଟାକୁ ପକାଇ ଭାଜନ୍ତୁ l ପରେ ସେଥିରେ ଟିକଟିକ କଟା ହୋଇଥିବା ମସରୁମ, ଲୁଣ, ଚିଲି ଫ୍ଲେକ୍ସ ପକାଇ ଭାଜନ୍ତୁ l

ଏହା ଭଲ ଭାବେ ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ l

ଏବେ 2 ଖଣ୍ଡ ମାଛ ମଝିରେ ଛତୁ ପୂର ଦେଇ ତାହାକୁ ଲେମନ ଗ୍ରାସରେ ବାନ୍ଧି ଦିଅନ୍ତୁ l

ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସିମରେ ମାଛକୁ ଭାଜନ୍ତୁ l ଉଭୟ ପଟ ଗୋଲଡେନ ଫ୍ରାଏ ହେବା ପରେ ଲେମନ ଗ୍ରାସକୁ ବାହାର କରି ଏହାକୁ ଏକ ପ୍ଲେଟରେ ରଖି କିଛି ସସ ସହ ସର୍ଭ କରନ୍ତୁ l

The post ଘରେ ପ୍ରସ୍ତୁତ କରନ୍ତୁ ମସରୁମ କ୍ରିପସି ଫିସ ଫ୍ରାଏ  appeared first on Odisha Reporter.



from Odisha Reporter https://ift.tt/3dauAmW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages