ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାର ପ୍ରଥମ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ ପକ୍ଷରୁ ଏକ ଆକର୍ଷଣୀୟ ଅଫର ଆରମ୍ଭ ହୋଇସାରିଛି। ବାର୍ଷିକ ସବ୍ସ୍କ୍ରିପସନ୍ ଉପରେ ତରଙ୍ଗ ପ୍ଲସ ୪୦ ପ୍ରତିଶତ ରିହାତି ପ୍ରଦାନ କରୁଛି।
ମାତ୍ର ୨୧୯ ଟଙ୍କାରେ ତରଙ୍ଗ ପ୍ଲସ ସବ୍ସ୍କ୍ରିପସନ୍ କରିପାରିବେ। ଏଥିସହ ରଥଯାତ୍ରା ସମ୍ବନ୍ଧୀୟ ସମସ୍ତ ଉତ୍ସବକୁ ଆପଣ ନିଜ ମୋବାଇଲ ଫୋନ୍ରେ ଲାଇଭ ଦେଖିବାର ମଜା ନେଇପାରିବେ।
କେବଳ ସେତିକି ନୁହେଁ ବର୍ଷ ସାରା ଆପଣ ନିଜ ପ୍ରିୟ ଚଳଚ୍ଚିତ୍ର, ୱେବସିରିଜ୍, ମେଗା ଧାରାବାହିକ ଏବଂ ଆହୁରି ଅନେକ କିଛି ଦେଖିବାର ମଜା ମଧ୍ୟ ଉଠାଇପାରିବେ। ଏଇ ସୁଯୋଗ କେବଳ ଆସନ୍ତା ୨୩ ତାରିଖ ଯାଏଁ ସମିତ ରହିଛି। ତେବେ ଆଉ ଡେରି ନକରି ଶୀଘ୍ର ତରଙ୍ଗ ପ୍ଲସ ସବ୍ସ୍କ୍ରିପସନ କରନ୍ତୁ।
The post ତରଙ୍ଗ ପ୍ଲସ୍ର ରଥଯାତ୍ରା ସ୍ପେଶାଲ ଅଫର୍ appeared first on Odisha Reporter.
from Odisha Reporter https://ift.tt/3et45K1
No comments:
Post a Comment