୪ ଜୁଲାଇ, ରବିବାର: ଠକାମୀରେ ପଡ଼ିବାର ସମ୍ଭାବନା ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

୪ ଜୁଲାଇ, ରବିବାର: ଠକାମୀରେ ପଡ଼ିବାର ସମ୍ଭାବନା ରହିଛି

ମେଷ: ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଋଣ ପରିଶୋଧ କରିପାରିବେ।

ବୃଷ: ଶୁଭ ସମାଚାର ପାଇବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅସୁସ୍ଥ ଅନୁଭବ କରିବେ। କାହା ସହ ମତଭେଦ ହୋଇପାରେ।

କର୍କଟ: ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

ସିଂହ: କୌଣସି ପାରିବାରିକ ସମସ୍ୟାର ସମାଧାନ କରି ଆନନ୍ଦିତ ହେବେ। ନୂଆ ଜାଗା ବା ଘର କିଣିବାକୁ ସୁଯୋଗ ଆସିପାରେ।

କନ୍ୟା: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। ଆୟ ବୃଦ୍ଧି ହେବ। ମିଠାଦହି ଖାଇ ଘରୁ ବାହାରନ୍ତୁ।

ତୁଳା: ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଠକାମୀରେ ପଡ଼ିବାର ସମ୍ଭାବନା ରହିଛି।

ବିଛା: ସନ୍ତାନମାନଙ୍କୁ ନେଇ କୌଣସି ଶୁଭ ଖବର ଶୁଣିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। ପରିବାର ଲୋକଙ୍କ ସହ ସମୟ ବିତାଇବେ।

ଧନୁ: ନିଜର ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଗୁରୁଜନଙ୍କ ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ଲାଭ କରିବେ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ମନମୁତାବକ କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ଓ ମାନସମ୍ମାନ ଲାଭ କରିବେ।

କୁମ୍ଭ: ଜଗିରଖି ଚଳନ୍ତୁ। ଅସୁସ୍ଥ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ। ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମୀନ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

The post ୪ ଜୁଲାଇ, ରବିବାର: ଠକାମୀରେ ପଡ଼ିବାର ସମ୍ଭାବନା ରହିଛି appeared first on Odisha Reporter.



from Odisha Reporter https://ift.tt/3hBkih2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages