୬ ଜୁଲାଇ, ମଙ୍ଗଳବାର: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

୬ ଜୁଲାଇ, ମଙ୍ଗଳବାର: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ

ମେଷ: ବାଦବିବାଦରେ ପଡ଼ିପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢ଼ିବ।

ବୃଷ: ପରିବାରରେ ସମସ୍ତଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଶାନ୍ତି ଅନୁଭବ କରିବେ। ଧନପ୍ରାପ୍ତି ହେବ।

ମିଥୁନ: ସ୍ୱାସ୍ଥ୍ୟ ଠିକ୍ ରହିବ। ଅପରାହ୍ଣରେ କୋଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

କର୍କଟ: ବନ୍ଧୁମାନଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ପରିବାରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ।

କନ୍ୟା: ମାନସମ୍ମାନ ବଢ଼ିବ। ବିବାହ ପ୍ରସ୍ତାବ ପଡ଼ିପାରେ। ଆମୋଦ-ପ୍ରମୋଦରେ ଦିନଟି କଟିବ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ।

ତୁଳା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବାକି ପଡ଼ିଥିବା କୌଣସି କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ନୂଆ ବନ୍ଧୁ ମିଳିବେ।

ବିଛା: ସୁସ୍ୱାଦୁ ଭୋଜନ ମିଳିବ। ମନଖୁସି ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଭଲ ହେବ।

ଧନୁ: ମିଶ୍ରିତ ଫଳ ମିଳିବ। ପରିବାରରେ ସୁସ୍ଥ ବାତାବରଣ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନଦେବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଫଳରେ ମନ ଖୁସି ରହିବ। ଧନପ୍ରାପ୍ତି ଯୋଗ ରହିଛି। କର୍ମ କ୍ଷେତ୍ରରେ ଉନ୍ନତି ହେବ।

କୁମ୍ଭ: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ। ଆତ୍ମନିର୍ଭରଶୀଳ ହେବେ। ପୂର୍ବ ଅପେକ୍ଷା ଆୟ ବଢ଼ିବ।

ମୀନ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ମାନସମ୍ମାନ ବୃଦ୍ଧି ହେବ।

The post ୬ ଜୁଲାଇ, ମଙ୍ଗଳବାର: ବହୁ ଦିନର ସ୍ୱପ୍ନ ସାକାର ହୋଇପାରେ appeared first on Odisha Reporter.



from Odisha Reporter https://ift.tt/3hBQNvx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages