ରଥଯାତ୍ରାରେ ଘରେ ପ୍ରସ୍ତୁତ କରନ୍ତୁ କ୍ଷୀର ସାଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ରଥଯାତ୍ରାରେ ଘରେ ପ୍ରସ୍ତୁତ କରନ୍ତୁ କ୍ଷୀର ସାଗର

ଆବଶ୍ୟକ ସାମଗ୍ରୀ; କ୍ଷୀର, ଛେନା, ଚିନି, ଗୁଜରାତି ଗୁଣ୍ଡ, ମଇଦା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ନନ୍‌ଷ୍ଟିକ୍‌ କରେଇରେ କ୍ଷୀj ଫୁଟାନ୍ତୁ। ଯେତିକ କ୍ଷୀର ନେବେ ତାହା ଅଧା ହେବା ପର୍ଯ୍ୟନ୍ତ ଲଗାତର ଭାବେ ଘାଣ୍ଟି ଚାଲନ୍ତୁ। କ୍ଷୀର ଫୁଟି ଫୁଟି ରାବିଡ଼ି ପ୍ରସ୍ତୁତ ହେବା ପରେ ସେଥିରେ ଚିନି ପକାନ୍ତୁ।

ଏହାପରେ ଛେନାକୁ ଗୋଟିଏ ପ୍ଲେଟରେ ରଖି ତାହାକୁ ଭଲ ଭାବେ ହାତ ପାପୁଲିରେ ଚିକଣ କରି ଦଳି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ମଇଦା ଦେଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ। ଏହାକୁ ଛୋଟ ଛୋଟ ବଲ୍‌ ଆକାରର ପ୍ରସ୍ତୁତ କରନ୍ତୁ।

ଏହାପରେ ଅନ୍ୟ ଏକ ପ୍ୟାନ୍‌ରେ ଚିନି, ପାଣି ମିଶାଇ ତାହାକୁ ସିରା ପ୍ରସ୍ତୁର କରନ୍ତୁ।  ଚିନି ସିରା ଫୁଟିଲେ ସେଥିରେ ଛୋଟ ଛୋଟ ଗୁଳା କରିଥିବା ବଲ୍‌କୁ ପକାଇ ଦିଅନ୍ତୁ। ଏହାକୁ ଘୋଡ଼ାଇ କିଛି ସମୟ ଛାଡ଼ି ଦିଅନ୍ତୁ।

ଏବେ ରସଗୋଲାକୁ ସିରାରୁ ବାହାର କରି ରାବିଡିରେ ପକାନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏବେ  ସେଥିରେ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ସର୍ଭିଙ୍ଗ ବାଉଲରେ ସର୍ଭ କରନ୍ତୁ।

The post ରଥଯାତ୍ରାରେ ଘରେ ପ୍ରସ୍ତୁତ କରନ୍ତୁ କ୍ଷୀର ସାଗର appeared first on Odisha Reporter.



from Odisha Reporter https://ift.tt/2TYZqsp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages