ବିଦ୍ୟୁତ୍ ଦରବୃଦ୍ଧି ଯୋଗୁ ଅତିଷ୍ଠ ଲୋକ, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ବିଦ୍ୟୁତ୍ ଦରବୃଦ୍ଧି ଯୋଗୁ ଅତିଷ୍ଠ ଲୋକ, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର(ଓଡ଼ିଶାରିପୋର୍ଟର) ବିଦ୍ୟୁତ୍‌ ଦରବୃଦ୍ଧିର ପ୍ରତିବାଦ କରି ଆଜିଠୁ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି। କରୋନା କାଳରେ  ବିଦ୍ୟୁତ୍ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍‌ କାଟ୍ ଯୋଗୁ ଅତିଷ୍ଠ ହେଲେଣି ଲୋକ। ଏଥିଯୋଗୁ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବିଜେପି ।

ସବୁ ବିଦ୍ୟୁତ୍‌ ଅଫିସ ଆଗରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି ।   ଏନେଇ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କାଲି ପ୍ରେସମିଟ୍ କରି  ସୂଚନା ଦେଇଥିଲେ । ରାଜ୍ୟବାସୀଙ୍କୁ ଭୂଆଁ  ବୁଲାଇ ବିଦ୍ୟୁତ୍‌ କଂପାନୀ ମନଇଚ୍ଛା ବିଜୁଳି କାଟୁଛନ୍ତି । ତାସହ କରୋନା କାଳରେ ଲୋକଙ୍କ ଉପରେ ବିଦ୍ୟୁତ୍‌ ଦରବୃଦ୍ଧି ଲଦି ଦିଆଯାଇଛି । ଯାହାର ପ୍ରତିବାଦ ସୂରୁପ ବିଜେପି ଆନ୍ଦୋଳନକୁ ଓହ୍ଳାଇଛି।

The post ବିଦ୍ୟୁତ୍ ଦରବୃଦ୍ଧି ଯୋଗୁ ଅତିଷ୍ଠ ଲୋକ, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି appeared first on Odisha Reporter.



from Odisha Reporter https://ift.tt/3efYdnu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages