ଡରାଉଛି ଡେଙ୍ଗୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ଡରାଉଛି ଡେଙ୍ଗୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀରେ ଡେଙ୍ଗୁକୁ ମୁକାବଲା ପାଇଁ ବିଏମସିର ପ୍ରଚେଷ୍ଟା । ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରୁଛି ବିଏମସି  । ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି।  ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହି ସଚେତନ କାଯ୍ୟକ୍ରମ ଚାଲିବ ବୋଲି  ସୂଚନା ଦିଆଯାଇଛି ।  ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାରର ଅନେକ ବସ୍ତି ଓ ଅନ୍ୟ ଅଞ୍ଚଳକୁ ମଧ୍ୟ ଫୋକସରେ ରହିବ।   ରାଜଧାନୀରେ ବିଭିନ୍ନ ନାଳନର୍ଦମା ସଫେଇ ସହ ଅନାବନା ଜଙ୍ଗଲକୁ ସଫା କରିବାକୁ କାଯ୍ୟ ଆଗେଇ ନିଆଯାଇଛି ।  ବିଏମସିର ସ୍ୱତନ୍ତ୍ର ଟିମ ସହ ଡାକ୍ତରୀ ଟିମ ମଧ୍ୟ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଚେତନ କରିବେ।  ଲୋକଙ୍କୁ ମଶାରି ବ୍ୟବହାର କରିବା ଓ ଘର ବାହାର ସଫା ରଖିବା , ଛାତ ଉପରେ ଅନାବଶ୍ୟକ ଟାୟାର ଫୋପାଡି ନ ରଖିବା ସହ ଘରେ ଲାଗିଥିବା ଗଛ ଗୁଡିକରେ କିଭଳି ପାଣି ନ ଜମିବ ସେନେଇ ସଚେତନ ରହିବାକୁ ବିଏମସି ସଚେତନ କରିଛି।

The post ଡରାଉଛି ଡେଙ୍ଗୁ ! appeared first on Odisha Reporter.



from Odisha Reporter https://ift.tt/3wvFbQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages