୨୧ ଅଗଷ୍ଟ, ଶନିବାର: ଦିନଟି ଶୁଭଫଳ ପ୍ରଦାନ କରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

୨୧ ଅଗଷ୍ଟ, ଶନିବାର: ଦିନଟି ଶୁଭଫଳ ପ୍ରଦାନ କରିବ

ମେଷ: ଆଶା ପୂରଣ ହୋଇପାରେ। ଚିନ୍ତା ଦୂର ହେବ। ଅଫିସ୍‌ରେ ଦିନଟି ଭଲରେ କଟିବ।

ବୃଷ: ପ୍ରତିଟି କାର୍ଯ୍ୟରେ ବାଧା ଉପୁଜିପାରେ। ମନ ଅଶାନ୍ତ ରହିବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ମିଥୁନ: ବ୍ୟବସାୟରେ କ୍ଷତି ହେବ। ପରିବାରର କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ।

କର୍କଟ: ପୂର୍ବ ବିବାଦର ସମାଧାନ ହୋଇଯିବ। ବନ୍ଧୁମାନଙ୍କ ସହଯୋଗ ପାଇ ମନ ଖୁସି ରହିବ।

ସିଂହ: ଶୁଭ ଫଳ ପ୍ରାପ୍ତି ହେବ। ଆୟ ଭଲ ରହିବ। ମାନସିକ ଶାନ୍ତି ପାଇବେ।

କନ୍ୟା: ଅର୍ଥଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିବ।

ତୁଳା: କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ପାରିବାରିକ ସ୍ଥିତି ଠିକ୍ ରହିବ।

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ସୁସ୍ୱାଦୁ ଭୋଜନ କରିବେ।

ଧନୁ: ସତର୍କ ରୁହନ୍ତୁ, ଦୁର୍ଘଟଣା ଘଟିପାରେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମକର: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଜମି, ଘର ଅବା ଗାଡ଼ି ଆଦି କିଣିବା ପାଇଁ ସୁଯୋଗ ଆସିବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି।

ମୀନ: ସମାଜରେ ମାନ-ସମ୍ମାନ ବଢ଼ିବ। ଅର୍ଥର ଆଗମନ ହେବ। ଅସୁସ୍ଥ ଅନୁଭବ କରିବେ।

The post ୨୧ ଅଗଷ୍ଟ, ଶନିବାର: ଦିନଟି ଶୁଭଫଳ ପ୍ରଦାନ କରିବ appeared first on Odisha Reporter.



from Odisha Reporter https://ift.tt/38gobnD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages