୨୦ ଅଗଷ୍ଟ, ଶୁକ୍ରବାର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 19, 2021

୨୦ ଅଗଷ୍ଟ, ଶୁକ୍ରବାର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ।

ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ମିଥୁନ: ମାନସମ୍ମାନ ବୃଦ୍ଧିପାଇବ। କୌଣସି କାର୍ଯ୍ୟରେ ଆଶା ଠାରୁ ଅଧିକ ବ୍ୟୟ ହେବ। ଦୁର୍ଘଟଣା ଭୟ ରହିଛି, ତେଣୁ ସତର୍କ ରୁହନ୍ତୁ।

କର୍କଟ: ଆୟ ଭଲ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ପରିବାରରେ ହସଖୁସିର ପରିବେଶ ରହିବ।

ସିଂହ: କର୍ମ କ୍ଷେତ୍ରରେ ଉନ୍ନତି ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ। ମହିଳାମାନେ ସୁଖୀ ହେବେ।

କନ୍ୟା: ଅର୍ଥଲାଭର ସୁଯୋଗ ଆସିବ। କିନ୍ତୁ ଅତ୍ୟଧିକ ବ୍ୟୟ ମଧ୍ୟ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

ତୁଳା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଭଲ ରୋଜଗାର ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ।

ବିଛା: ବ୍ୟବସାୟରେ କ୍ଷତି ହୋଇପାରେ। ଚାକିରି କ୍ଷେତ୍ରରେ ବିବାଦ ଦେଖା ଦେଇପାରେ।

ଧନୁ: କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଅନ୍ୟମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ମକର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। ସହଯୋଗୀ ମାନଙ୍କ ସହିତ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିପାରନ୍ତି।

କୁମ୍ଭ: ବ୍ୟବସାୟରେ ଭଲ ଲାଭ ମିଳିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଅଟକି ରହିଥିବା କାର୍ଯ୍ୟ ବନ୍ଧୁଙ୍କ ସହଯୋଗରେ ସଂପନ୍ନ ହୋଇପାରେ। ଅର୍ଥଲାଭ ହେବ। ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ।

The post ୨୦ ଅଗଷ୍ଟ, ଶୁକ୍ରବାର: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ appeared first on Odisha Reporter.



from Odisha Reporter https://ift.tt/3y25Epw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages