ହେଲମେଟ କାହିଁ ? ପଚାରିବାରୁ ପୁଲିସ୍‌-ବାଇକ୍‌ ଚାଳକ ହାତାହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ହେଲମେଟ କାହିଁ ? ପଚାରିବାରୁ ପୁଲିସ୍‌-ବାଇକ୍‌ ଚାଳକ ହାତାହାତି

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ହେଲମେଟ୍‌ କାହିଁ ବୋଲି ପଚାରିବାରୁ ହାତାହାତି ହୋଇଗଲେ ପୁଲିସ୍‌ ଓ ବାଇକ୍‌ ଚାଳକ। ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ।  ଏପରି  ସ୍ଥିତି ପାଇଁ ଗତ କାଲି ରାତିରେ କିଛି ସମୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ତିନିମୁହାଣୀ ଛକ ପାଲଟି ଯାଇଥିଲା  ଋଣ କ୍ଷେତ୍ରା।

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା ।  ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଛନ୍ତି । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଛି ।  ଚେକିଂ କରୁଥିବା ପୋଲିସ ଓ ବାଇକ ଚାଳକଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଧସ୍ତାଧସ୍ତି ହୋଇଥିଲା  ।

The post ହେଲମେଟ କାହିଁ ? ପଚାରିବାରୁ ପୁଲିସ୍‌-ବାଇକ୍‌ ଚାଳକ ହାତାହାତି appeared first on Odisha Reporter.



from Odisha Reporter https://ift.tt/38V2WrH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages