ବୁଷ୍ଟର ଡୋଜ୍ ନେଲେ ବାଇଡେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ବୁଷ୍ଟର ଡୋଜ୍ ନେଲେ ବାଇଡେନ୍‌

ୱାଶିଂଟନ: ବୁଷ୍ଟର ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଗତକାଲି ହ୍ୱାଇଟ୍ ହାଉସରେ ସେ କରୋନାର ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି। ୭୮ ବର୍ଷୀୟ ବାଇଡେନ୍‌ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି।

ଏହାପୂର୍ବରୁ ସେ ଜାନୁଆରୀରେ ଆମେରିକାରେ କରୋନା ଟିକା ପ୍ରଥମେ ନେଇ ଦେଶବାସୀଙ୍କୁ ଏଥିପ୍ରତି ଆକୃଷ୍ଟ କରିଥିଲେ। ଆମେରିକାରେ ଫାଇଜର କରୋନା ଭ୍ୟାକସିନ୍ ବୁଷ୍ଟର ଡୋଜକୁ ଅନୁମତି ମିଳିଛି। ତେବେ ଏହାକୁ ତିନି ପ୍ରକାର ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମିଳିଛି।

୬୫ ବର୍ଷରୁ ଅଧିକ ବୟସ୍କ, ୧୮-୬୫ ବର୍ଷ ବ୍ୟକ୍ତି ଯେଉଁମାନେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବେ ଏବଂ କରୋନା ଯୋଦ୍ଧାଙ୍କୁ ଏବେ ଆମେରିକାରେ ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ରହିଛି। ଏହି କ୍ୟାଟାଗୋରୀରେ ଏବେ ଆମେରିକାରେ ୬ କୋଟି ଲୋକ ବୁଷ୍ଟର ଡୋଜ୍ ନେବେ।

 

The post ବୁଷ୍ଟର ଡୋଜ୍ ନେଲେ ବାଇଡେନ୍‌ appeared first on Odisha Reporter.



from Odisha Reporter https://ift.tt/3EW4MXX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages