ମାଡ ମାରିବାକି ହତ୍ୟା କରିବା ଘଟଣାରେ ପ୍ରମାଣ ଆଣ ଆଉ ମୋତେ ଗିରଫ କର । ଖାଲି କହିଦେଲେ କଣ ହେବ?। ମୁଁ କିଛି କରେନି , ମୋର ପିଲା ମାନେ ମୋତେ ଗୁରୁଜୀ ବୋଲି ଡାକନ୍ତି। ମାନବ ବାଦ ସଂ ଗଠନ କେବଳ ଓଡିଶାରେ ନୁହେଁ , ଆସାମରେ ବି ଚାଲିଛି । ସାମ୍ବାଦିକଙ୍କୁ ମାନବବାଦର ଅର୍ଥ ବି ବୁଝାଉଛି । ରାଜନୀତି ନେତା ମାନେ କିଏ କଣ ଡାକିଲା କି କିଏ ମୁଣ୍ଡିଆ ମାରିଲା ତାଙ୍କୁ ପଚାରନ୍ତୁ ।
The post ‘ମୋର କେହି କିଛି କରିପାରିବେନି’ appeared first on Odisha Reporter.
from Odisha Reporter https://ift.tt/3gQu7bj
No comments:
Post a Comment