ଡଙ୍ଗା ଓଲଟି ୨ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ଡଙ୍ଗା ଓଲଟି ୨ ନିଖୋଜ

ପାରାଦୀପ (ଓଡ଼ିଶା ରିପୋର୍ଟର): ଡଙ୍ଗା ଓଲଟି ପଡ଼ିବାରୁ ୨ ଜଣ ନିଖୋଜ ହୋଇଯାଇଛନ୍ତି। ଆଜି ପାରାଦୀପର ନେହରୁ ବଙ୍ଗଳା ପାଖ ମହାନଦୀ ମୁହାଣରେ ଘଟିଛି ଏହି ଘଟଣା।

ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ନିଖୋଜ ୨ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ଖୋଜାଖୋଜି କରାଯାଉଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଡଙ୍ଗା ଓଲଟି ୨ ନିଖୋଜ appeared first on Odisha Reporter.



from Odisha Reporter https://ift.tt/2VWJOqq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages