ହତ୍ୟାକାଣ୍ଡ ଭଳି ଆତ୍ମହତ୍ୟା ପାଇଁ ଉସକାଇବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଅପରାଧ ଲାଗି ଭାରତୀୟ ପିଙ୍ଗଳ କୋର୍ଟରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । କିନ୍ତୁ ଆଇନ୍ର କଡାକଡି ଅନୁପାଳନ କରାଯାଉନଥିବା ଏବଂ ଏ ସଂକ୍ରାନ୍ତୀୟ ମାମଲାଗୁଡିକର ବିଚାର ବିଳମ୍ବିତ ହେଉଥିବାରୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି ।
The post ଶବ ରାଜନୀତି appeared first on Odisha Reporter.
from Odisha Reporter https://ift.tt/2X8VB55
No comments:
Post a Comment