ମୁମ୍ବାଇ: ଡ୍ରଗ୍ସ ମାମଲା ବଲିଉଡ୍ ପିଛା ଛାଡୁନି। ଶାହରୁଖ ଖାଁଙ୍କ ପୁଅ ଏହି ଡ୍ରଗ୍ସ ମାମଲାରେ ପଡ଼ି ଜେଲ୍ରେ ଥିବା ବେଳେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍ ହୋଇଛି। ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହା ସହିତ ତାଙ୍କୁ ଆଜି ଏନ୍ସିବି ଅଫିସ୍କୁ ପଚରାଉଚରା ପାଇଁ ଡକା ଯାଇଛି।
The post ଅନନ୍ୟାଙ୍କ ଘରେ ପଶିଲା ଏନ୍ସିବି appeared first on Odisha Reporter.
from Odisha Reporter https://ift.tt/2Zj90c6
No comments:
Post a Comment