ହତ୍ୟା କରି ପୋଡି ଫୋପାଡ଼ି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ହତ୍ୟା କରି ପୋଡି ଫୋପାଡ଼ି ଦେଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  କେହି ହତ୍ୟା କରିବା ପରେ ତାଙ୍କୁ ପୋଡି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  ତେବେ ମୃତକଙ୍କ ପରିଚୟ ମିଳିଛି।  ସେ ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଆଜି ସକାଳେ ସୁଧୀରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜାତୀୟ ରାଜପଥ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।

    ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ

ସୁଧୀରଙ୍କ ନାଁରେ ପୋଲସରା  ଥାନାରେ ଅପରାଧିକ ମାମଲା ଥିବା ସୂଚନା ମିଳିଛି।  ପୂର୍ବ ଶତ୍ରୁତାକୁ  କେନ୍ଦ୍ରକରି ଏଭଳି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

The post ହତ୍ୟା କରି ପୋଡି ଫୋପାଡ଼ି ଦେଲେ appeared first on Odisha Reporter.



from Odisha Reporter https://ift.tt/3Dkngjb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages