୧୬ ଅକ୍ଟୋବର,ଶନିବାର: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

୧୬ ଅକ୍ଟୋବର,ଶନିବାର: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ଆୟଠାରୁ ବ୍ୟୟ ଅଧିକ ହେବ। ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ିପାରନ୍ତି, ତେଣୁ ସଜାଗ ରୁହନ୍ତୁ।

ବୃଷ: ବ୍ୟବସାୟରେ ଭଲ ଲାଭ ହେବ। ନିଜ କାମ ପାଇଁ ପ୍ରଶଂସିତ ହେବେ। ଶରୀରରେ ଆଘାତ ଲାଗିପାରେ। ଯାନବାହାନ ଚଳାଚଳ ବେଳେ ସାବଧାନ ରୁହନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ଆୟ ଭଲ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଚିନ୍ତିତ ରହିବେ।

କର୍କଟ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ଆର୍ଥିକ ଲାଭ ହୋଇପାରେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ସିଂହ: ଆର୍ଥିକ ଚିନ୍ତା ଲାଗି ରହିବ। ସାମାନ୍ୟ ବାଦବିବାଦ ଦେଖା ଦେଇପାରେ। ଶତ୍ରୁ ଉପରେ ବିଜୟୀ ହେବେ।

କନ୍ୟା: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।

ତୁଳା: ବ୍ୟବସାୟରେ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ମହିଳାମାନେ ଅଳଙ୍କାର କ୍ରୟ କରିପାରନ୍ତି।

ବିଛା: ବ୍ୟବସାୟରେ ଲାଗିରହିଥିବା ବାଧାବିଘ୍ନ ଦୂର ହେବ। ଦୁଃସମ୍ବାଦ ପାଇବେ। ଚିନ୍ତାଗ୍ରସ୍ତ ହେବେ।

ଧନୁ: ବନ୍ଧୁଙ୍କ ସହଯୋଗ ପାଇବେ। ସୁସମ୍ବାଦ ଏବଂ ସୁଖାଦ୍ୟ ପ୍ରାପ୍ତି ହେବ।

ମକର: ପଦୋନ୍ନତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଧର୍ମ ପରାୟଣ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ମୀନ: ଆଶା ପୂରଣ ହେବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇ ମନ ଖୁସି ରହିବ। ମାନସିକ ଶାନ୍ତି ପାଇବେ।

The post ୧୬ ଅକ୍ଟୋବର,ଶନିବାର: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ appeared first on Odisha Reporter.



from Odisha Reporter https://ift.tt/3vjND6o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages