ସେଲଫି ହେଲା କାଳ, ନଦୀକୁ ଖସି ପଡ଼ିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ସେଲଫି ହେଲା କାଳ, ନଦୀକୁ ଖସି ପଡ଼ିଲେ ଯୁବକ

ରାୟଗଡ଼ା(ମନୋଜ ପାତ୍ର ): ସେଲଫି ହେଲା କାଳ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକଜଣକ ହେଉଛନ୍ତି ବିଲାଲ ଅନସାରି  ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ବିଲାଲ ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।

ରବିବାର ବିଲାଲ ନିଜ ସାଙ୍ଗମାନଙ୍କ ସହିତ ନାଗାବଳୀ ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ । ହେଲେ ସେଲଫି ନେବାବେଳେ ବିଲାଲ ହଠାତ୍‌ ପାଣି ଭିତରକୁ ଖସି ପଡ଼ି ନିଖୋଜ ହୋଇ ଯାଇଥିଲେ ।  ଏ ନେଇ ତାଙ୍କ ସହଯୋଗୀମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ନିଖୋଜ ଯୁବକଙ୍କ ପତ୍ତା ମିଲିନି ।

The post ସେଲଫି ହେଲା କାଳ, ନଦୀକୁ ଖସି ପଡ଼ିଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3D91Qpb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages