ପୁଲିସ୍ ବ୍ୟାରିକେଡ୍‌ ଉପରେ ଚଢ଼ିଗଲା ସ୍କୋର୍ପିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ପୁଲିସ୍ ବ୍ୟାରିକେଡ୍‌ ଉପରେ ଚଢ଼ିଗଲା ସ୍କୋର୍ପିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରର ପିଏମ୍‌ଜି ନିକଟରେ ଏକ ସ୍କୋର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍କୋର୍ପିଓଟି ପୁଲିସ୍ ବ୍ୟାରିକେଡ୍‌କୁ ଧକ୍କା ଦେବା ପରେ ଏହା ଚଢ଼ି ଯାଇଥିଲା। ଗାଡ଼ିଟି ପ୍ରାୟ ୧୦ ଫୁଟ୍ ଉଚ୍ଚରେ ଲାଖି ରହି ଯାଇଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ଦୁଇ ଜଣ ଯାକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚଳାଉଥିବା ବ୍ୟକ୍ତି ନିଶାସକ୍ତ ଥିଲେ ବୋଲି ଜଣାପଡ଼ିଛି।

ପୁଲିସ୍ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ କୁଆଡ଼େ ଯାଉଥିଲେ? କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା? ଏସବୁ ବିଷୟରେ ପୁଲିସ୍ ତଦନ୍ତ କରୁଥିବା ଜଣାପଡ଼ିଛି।

The post ପୁଲିସ୍ ବ୍ୟାରିକେଡ୍‌ ଉପରେ ଚଢ଼ିଗଲା ସ୍କୋର୍ପିଓ appeared first on Odisha Reporter.



from Odisha Reporter https://ift.tt/3AJJs4x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages