୧୭ ଅକ୍ଟୋବର, ରବିବାର: ଆଶା ପୂରଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

୧୭ ଅକ୍ଟୋବର, ରବିବାର: ଆଶା ପୂରଣ ହେବ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଆୟ ବଢ଼ିବ। ମହିଳାମାନେ ପରିବାରରେ ଶାନ୍ତି ପାଇବେ।

ବୃଷ: ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ଆୟର ନୂତନ ପନ୍ଥା ମିଳିବ। ମହିଳାମାନେ ଧର୍ମପରାୟଣା ହେବେ।

ମିଥୁନ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

କର୍କଟ: ଅର୍ଥଲାଭର ସୁଯୋଗ ଆସିବ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଶାନ୍ତି ବଜାୟ ରହିବ।

ସିଂହ: ଆଶା ପୂରଣ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ।

କନ୍ୟା: ବ୍ୟବସାୟରେ ସଫଳତା ପାଇବେ। ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଯିବ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।

ତୁଳା: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି କ୍ଲାନ୍ତି ଅନୁଭବ କରିବେ। ବାଦବିବାଦ ଦେଖା ଦେଇପାରେ। ଖର୍ଚ୍ଚ ବଢ଼ିବ।

ବିଛା: ବ୍ୟବସାୟରେ ସଫଳତା ପାଇବେ। ମାନସମ୍ମାନ ବଢ଼ିବ। ଭଲ ଫଳ ପାଇଁ ଲାଲ୍‌ ରଙ୍ଗ ବ୍ୟବହାର କରନ୍ତୁ।

ଧନୁ: ବ୍ୟବସାୟରେ ଭଲ ଲାଭ ମିଳିବ। ଶାରିରୀକ ଅସୁସ୍ଥତା ଦୂର ହେବ। ଶୁଭ ସମ୍ବାଦ ପାଇ ମନ ଖୁସି ହେବ।

ମକର: ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ ହେବେ। ଶତ୍ରୁମାନେ ପରାଜିତ ହେବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗ ପାଇବେ। ବିଭିନ୍ନ ସମସ୍ୟାର ସମାଧାନ ହେବ।

ମୀନ: ବ୍ୟବସାୟରେ ବାଧାବିଘ୍ନ ଦେଖାଦେବ। ବାଦବିବାଦରେ ପଡ଼ି ହଇରାଣ ହୋଇପାରନ୍ତି। ମହିଳାମାନେ ଚିନ୍ତିତ ରହିବେ।

The post ୧୭ ଅକ୍ଟୋବର, ରବିବାର: ଆଶା ପୂରଣ ହେବ appeared first on Odisha Reporter.



from Odisha Reporter https://ift.tt/3mVjE0C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages