ଭୁବନେଶ୍ୱର AIIMSରେ ନିଯୁକ୍ତି ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ଭୁବନେଶ୍ୱର AIIMSରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରୀ ଛାତ୍ରଙ୍କ ପାଇଁ ଖସି ଖବର। ଭୁବନେଶ୍ୱର ସ୍ଥିତ ଅଲ୍‌ ଇଣ୍ଡିଆ ମେଡିକାଲ ସାଇନ୍ସେସ୍‌(AIIMS) ଆଣିଛି ନିଯୁକ୍ତି ସୁଯୋଗ। ଜୁନିଅର ମେଡିକାଲ ଅଫିସର ପଦବୀ ପାଇଁ ଜାରି କରିଛି ବିଜ୍ଞପ୍ତି।

ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀ ପାଇଁ ୧୭ ଡିସେମ୍ବର ୨୦୨୧ରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ରଖାଯାଇଛି। ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୧୫ । ମନୋନୀତ ପ୍ରାର୍ଥୀ ମାସିକ ୬୦,୦୦୦ ଟଙ୍କା ଦରମା ପାଇବେ।

ମୋଟ ପଦବୀ

ଜୁନିଅର ମେଡିକାଲ ଅଫିସର-୧

ଶିକ୍ଷାଗତ ଯୋଗ୍ୟତା- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିବା ଉଚିତ।

ମାସିକ ଦରମା- ୬୦,୦୦୦ ପ୍ରଥମରୁ ଦ୍ୱିତୀୟ ବର୍ଷ ଯାଏ ମିଳିବ।

କାର୍ଯ୍ୟକାଳ- ୨୪ ମାସ

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ସବୁ ଡକ୍ୟୁମେଣ୍ଟର ସଫ୍ଟ କପି, ଅପଡେଟ୍ ସରକ୍ୟୁଲମ ଭିଟା (CV) ଏବଂ ଅଭିଜ୍ଞତା ସାର୍ଟିଫିକେଟର ସଫ୍ଟ କପି mithilesh@aiimsbhubaneswar.edu.in ଇମେଲ ଜରିଆରେ ପଠାଇବାକୁ ପଡିବ।

The post ଭୁବନେଶ୍ୱର AIIMSରେ ନିଯୁକ୍ତି ସୁଯୋଗ appeared first on Odisha Reporter.



from Odisha Reporter https://ift.tt/3o4bRiH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages