୧୮ନଭେମ୍ବର, ଗୁରୁବାର; ଆୟ ଅପେକ୍ଷା ବ୍ୟୟ ଅଧିକା ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

୧୮ନଭେମ୍ବର, ଗୁରୁବାର; ଆୟ ଅପେକ୍ଷା ବ୍ୟୟ ଅଧିକା ହେବ

ମେଷ: କର୍ମ କ୍ଷେତ୍ରରେ ଉନ୍ନତି ହେବ। ଭୂମି ଭବନ କ୍ରୟ ପାଇଁ ଯୋଜନା କରିବେ। ପରିବାରରେ ମହିଳା ମାନେ ଶାନ୍ତି ପାଇବେ।

ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକା ହେବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିବେ।

ମିଥୁନ: କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି, ସତର୍କ ରହିବେ।ବ୍ୟବସାୟରେ  ଅଧିକ ଲାଭ ହେବ।ମହିଳାମାନେ ଅଧିକ ପରିଶ୍ରମ କରି କ୍ଳାନ୍ତି ଅନୁଭବ କରିବେ।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବାକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।ପରିବାରରେ ଶାନ୍ତି ପାଇବେ।

ସିଂହ: କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ମୂଲବାନ ଦ୍ରବ୍ୟ କ୍ରୟ କରି ପାରନ୍ତି।

କନ୍ୟା: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ଅଯଥା ଅତ୍ୟଧିକ ବ୍ୟୟ କରି ଅନୁତାପ କରିବେ। ମହିଳାମାନେ ପରିବାରରେ ଚିନ୍ତିତ ରହିବେ।

ତୁଳା: କର୍ମକ୍ଷେତ୍ରରେ ଅତ୍ୟଧିକ ବ୍ୟସ୍ତତା ଯୋଗୁ କ୍ଲାନ୍ତି ଅନୁଭବ କରିବେ। ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ। ଅଯଥା ଭ୍ରମଣ କରନ୍ତୁ ନାହିଁ।

ବିଚ୍ଛା: ଅତ୍ୟଧିକ କାର୍ଯ୍ୟଭାର ଯୋଗ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତିତ ରହିବେ।

ଧନୁ: କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ଲାଭବାନ ହେବେ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ସତର୍କ ରୁହନ୍ତୁ।

ମକର: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି।ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ମହିଳାମାନେ ଚିନ୍ତିତ ରହିବେ।

କୁମ୍ଭ: କର୍ମ କ୍ଷେତ୍ରେରେ ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନିତ ହେବେ। ବ୍ୟବସାୟ ବାଣିଜ୍ୟ ଭଲ ଲାଭବାନ ହେବେ। ମହିଳାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ।

ମୀନ: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ନିଜ ମନ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତା କରି ପାରନ୍ତି ।

 

 

The post ୧୮ନଭେମ୍ବର, ଗୁରୁବାର; ଆୟ ଅପେକ୍ଷା ବ୍ୟୟ ଅଧିକା ହେବ appeared first on Odisha Reporter.



from Odisha Reporter https://ift.tt/3HAbOTx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages