୧୭ ନଭେମ୍ବର, ବୁଧବାର; ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

୧୭ ନଭେମ୍ବର, ବୁଧବାର; ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଫଳରେ ଚିନ୍ତିତ ରହିବେ।

ବୃଷ: ଧନ ଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

କର୍କଟ: ପାରିବାରିକ ଜୀବନ ଭଲ ରହିବ। ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ। ନିଜର କେହି ଲୋକ ଶତ୍ରୁ ଭଳି ଆଚରଣ କରିପାରନ୍ତି।

ସିଂହ: ବକେୟା ଅର୍ଥ ପ୍ରାପ୍ତି ହେବ। ଶରୀର ଅସୁସ୍ଥ ରହିପାରେ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ।

କନ୍ୟା: ମହିଳାମାନେ ଘରେ ଓ ବାହାରେ ସବୁଠି ଆଦର ଏବଂ ସମ୍ମାନ ପାଇବେ। ପୂର୍ବରୁ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି।

ତୁଳା: ହଠାତ୍ ଖର୍ଚ୍ଚ ବଢ଼ିଯିବ। ଧାରକରଜ କରିବାକୁ ପଡ଼ିପାରେ। ଶରୀର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କୌଣସି କାର୍ଯ୍ୟ କରିବାକୁ ପଡ଼ିପାରେ।

ବିଛା: କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ମିଳିବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଶାରୀରିକ ପୀଡ଼ା ଦେଖାଦେଇପାରେ। ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଧନୁ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଭଲ ଆୟ ହେବ।

ମକର: ଧନ ଲାଭ ଯୋଗ ରହିଛି। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ। ମହିଳାମାନେ ଆଜି ଜଗିରଖି ଚଳନ୍ତୁ।

କୁମ୍ଭ: କୌଣସି ବନ୍ଧୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହଠାତ୍ କାହାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ।

ମୀନ: କୌଣସି ପ୍ରସଙ୍ଗକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବ। ଗୁପ୍ତଶତ୍ରୁ ହଇରାଣ କରିପାରନ୍ତି।

The post ୧୭ ନଭେମ୍ବର, ବୁଧବାର; ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ appeared first on Odisha Reporter.



from Odisha Reporter https://ift.tt/3oDX0KW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages