୨୬ ନଭେମ୍ବର,ଶୁକ୍ରବାର; ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

୨୬ ନଭେମ୍ବର,ଶୁକ୍ରବାର; ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ

ମେଷ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ଦୃଢ଼ ରହିବ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। କଠିନ ପରିଶ୍ରମ କରିବେ। ସାମାଜିକ ପତିଆରା ବଜାୟ ରହିବ।

ମିଥୁନ: ପରୋକ୍ଷରେ ଶତ୍ରୁମାନଙ୍କୁ ପ୍ରତିହତ କରିବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ଆଶା କରିଥିବା କାମ ସମ୍ପନ୍ନ ହେବ।

କର୍କଟ: ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ।

ସିଂହ: ପରିବାରଜନଙ୍କ ଉନ୍ନତିରେ ଖୁସି ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କନ୍ୟା: ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ। ମନୋକାମନା ପୂରଣ ହେବ। କୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।

ତୁଳା: ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ପ୍ରଶଂସିତ ହେବେ। କୌଣସି ଯୋଜନା କରିବା ପୂର୍ବରୁ ଗଭୀରଚିନ୍ତା କରିବା ନିହାତି ଆବଶ୍ୟକ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବିଚ୍ଛା: ସମସ୍ତ ଜରୁରୀ କାର୍ଯ୍ୟ ଠିକ୍‌ ଭାବେ ସଂପନ୍ନ ହେବ। କାମ କରିବା ପାଇଁ ଭଲ ବାତାବରଣ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ଧନୁ: କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

ମକର: ଶରୀର ସୁସ୍ଥ ରହିବ। କାର୍ଯ୍ୟଭାର ବଢ଼ିପାରେ। ପଢ଼ାପଢ଼ିରେ ମନ ଦେବେ।

କୁମ୍ଭ: ଦିନଟି ଭଲରେ କଟିବ। ଆୟର ନୂଆ ପନ୍ଥା ମିଳିପାରେ। ବିଦେଶରୁ ଶୁଭ ଖବର ପାଇବେ।

ମୀନ: ଜମିବାଡ଼ି ଅବା ଘରକୁ ନେଇ ଭାଇମାନଙ୍କ ସହିତ ବିବାଦ ଲାଗି ରହିଥିଲେ, ଆଜି ତା’ର ସମାଧାନ ହୋଇଯାଇପାରେ। କାହାକୁ ଉପହାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦିଅନ୍ତୁ।

 

 

The post ୨୬ ନଭେମ୍ବର,ଶୁକ୍ରବାର; ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ appeared first on Odisha Reporter.



from Odisha Reporter https://ift.tt/3xmg0S8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages