୨୬ ଜାନୁଆରୀ, ବୁଧବାର: ଆୟର ନୂତନ ମାର୍ଗ ଖୋଜିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 25, 2022

୨୬ ଜାନୁଆରୀ, ବୁଧବାର: ଆୟର ନୂତନ ମାର୍ଗ ଖୋଜିବେ

ମେଷ: ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ମିଥୁନ: ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିଯୋଗୀତାରେ କୃତକାର୍ଯ୍ୟ ହେବେ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ୍।

ସିଂହ: ମାନସିକ ସ୍ଥିରତା ଦେଖାଦେବ।  ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।  ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ।

କନ୍ୟା: ବକେୟା ଅର୍ଥ ଆଦାୟ ହେବ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ସହଜରେ ସମ୍ପୂର୍ଣ୍ଣ ହେବ।

ତୁଳା: ବ୍ୟବସାୟରେ ଅଶା ମୁତାବକ ଲାଭ ମିଳିବ। କିଛି ଦାମୀ ଜିନିଷ କ୍ରୟ କରିପାରନ୍ତି। ପରିବାରରେ ଶାନ୍ତିର ବାତାବରଣ ରହିବ।

ବିଛା: ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟାର ମୁକ୍ତି ପାଇବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ଧନୁ: ଆୟର ନୂତନ ମାର୍ଗ ଖୋଜିବେ। ଅର୍ଥ ପ୍ରାପ୍ତି ହେବ। ଉତ୍ତମ ଭୋଜନ ପାଇବେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମକର: ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଓ ତିକ୍ତତା ଦୂର ହେବ। ପଢ଼ାପଢ଼ିରେ ମନ ଦେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ବକେୟା ଅର୍ଥ ପ୍ରାପ୍ତି ହେବ। କିଛି ପୁରୁଣା ସମସ୍ୟାର ସମାଧାନ ହେବ।

ମୀନ: ପାରିବାରିକ ସମସ୍ୟାର ସମାଧାନ ହେବ। ପନିପରିବା ବ୍ୟବସାୟୀମାନେ ଭଲ ଲାଭ ପାଇବେ।

 

 

The post ୨୬ ଜାନୁଆରୀ, ବୁଧବାର: ଆୟର ନୂତନ ମାର୍ଗ ଖୋଜିବେ appeared first on Odisha Reporter.



from Odisha Reporter https://ift.tt/32vxn86

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages