୧୦ ଜାନୁଆରୀ, ସୋମବାର: କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 9, 2022

୧୦ ଜାନୁଆରୀ, ସୋମବାର: କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ବିବାଦ ଯୋଗୁ ସାମାନ୍ୟ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ବୃଷ: ଆକସ୍ମିକ ଧନ ଲାଭର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ।

କର୍କଟ: ନିଜ ଲୋକେ ଶତ୍ରୁ ଭଳି ଆଚରଣ କରିବେ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

ସିଂହ: ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ। ବିଳମ୍ବ ହେଲେ ମଧ୍ୟ ବକେୟା ଅର୍ଥ ହସ୍ତଗତ ହେବ।

କନ୍ୟା: ମନ ଭଲ ରହିବ। ପୂର୍ବ ସମସ୍ୟାର ସମାଧାନ ହୋଇଯିବ। କୌଣସି ନୂଆ କାମ କରିବାକୁ ମନ ବଳାଇବେ।

ତୁଳା: ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ।

ବିଛା: ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶୁଭ ଫଳ ପ୍ରାପ୍ତି ପାଇଁ ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ।

ଧନୁ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଧନ ଲାଭ ହେବ। ମନ ଭଲ ରହିବ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ।

କୁମ୍ଭ: ପାରିବାରିକ ଜୀବନ ଭଲ ରହିବ। ଆୟର ନୂଆ ପନ୍ଥା ଖୋଜିବେ। ନିଜ ଲୋକେ ଆପଣଙ୍କ ବିରୋଧରେ ଯିବେ।

ମୀନ: ବକେୟା ଦରମା ହସ୍ତଗତ ହେବ। ଭୁଲ ବୁଝାମଣା କାରଣରୁ କାହା ସହିତ ଝଗଡ଼ା ହୋଇପାରେ। ଗୁପ୍ତଶତ୍ରୁ କ୍ଷତି ପହଞ୍ଚାଇ ପାରନ୍ତି।

The post ୧୦ ଜାନୁଆରୀ, ସୋମବାର: କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ appeared first on Odisha Reporter.



from Odisha Reporter https://ift.tt/3r4ngiN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages