୨୨ଫେବ୍ରୁଆରୀ, ମଙ୍ଗଳବାର: ଶତ୍ରୁମାନେ ହଇରାଣରେ ପକାଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 21, 2022

୨୨ଫେବ୍ରୁଆରୀ, ମଙ୍ଗଳବାର: ଶତ୍ରୁମାନେ ହଇରାଣରେ ପକାଇପାରନ୍ତି

ମେଷ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ।

ବୃଷ: ବ୍ୟବସାୟରେ ଅଧିକ ପରିଶ୍ରମ କରି ଅଧିକ ଲାଭ ପାଇବାର ସୁଯୋଗ ଆସିବ। ଅଚାନକ ଶୁଭ ଖବର ପାଇ ମନ ଖୁସିହେବ। ପରିବାରରେ ଶାନ୍ତି ପାଇବେ।

ମିଥୁନ: ବ୍ୟବସାୟରେ ଅଧିକ ବ୍ୟୟହେବ। ପରିବାରରେ ମନ ଶାନ୍ତ ରହିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହୋଯୋଗ ପାଇ ମନ ଖୁସିରହିବ।

କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଉପୁଜିପାରେ। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ଶତ୍ରୁମାନେ ହଇରାଣରେ ପକାଇପାରନ୍ତି, ସତର୍କ ରୁହନ୍ତୁ।

ସିଂହ: ସମସ୍ୟାର ସମାଧାନ କରିନେବେ। ବ୍ୟବସାୟରେ ଭଲ ଲାଭ କରିବେ। ପରିବାରରେ ଶୁଖ ଶାନ୍ତି ପାଇବେ।

କନ୍ୟା: ବ୍ୟବସାୟରେ ସଫଳତା ପାଇବେ। ନୂତନ ଆୟର ପନ୍ଥା ମିଳିଯାଇପାରେ, ଚେଷ୍ଟା ଜାରି ରଖନ୍ତୁ। ସୁଖାଦ୍ୟ ଭୋଜନ ସହ ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହୋଯୋଗ ପାଇ ମନ ଖୁସି ରହିବ।

ତୁଳା: ଅର୍ଥଲାଭର ସୁଯୋଗ ଆସିବ। ପାରିବାରିକ ଜୀବନ ସୁଖମୟ ରହିବା ସହିତ ଶାରୀରିକ ସୁସ୍ଥତା ଅନୁଭବ କରିବେ।

ବିଛା: ବ୍ୟବସାୟରେ ବ୍ୟୟ ଅଧିକା ହେବା ଯୋଗୁଁ ମାନସିକ ଚାପ ଅନୁଭବ କରିବେ। ଚାକିରି କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହିତ ମତାନ୍ତର ହୋଇପାରେ। ପରିବାରରେ ଶାନ୍ତି ପାଇବେ।

ଧନୁ: ଦୈନିକ ରୋଜଗାରରେ ଲାଭବାନ ହେବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ମାନ-ସମ୍ମାନ ଏବଂ ପାରିବାରିକ ସୁଖ ବୃଦ୍ଧି ଘଟିବ।

ମକର: ଉପସ୍ଥିତ ବୁଦ୍ଧି ଲଗାଇ ଅନେକ ସମସ୍ୟାର ସମାଧାନ କରିନେବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ଚାକିରି କ୍ଷେତ୍ରରେ ଉନ୍ନତି କରିବେ।

କୁମ୍ଭ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ।ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ମହିଳାମାନେ ଧର୍ମପରାୟଣା ହେବେ।

ମୀନ: କାର୍ଯ୍ୟ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ। ବ୍ୟବସାୟରେ ଆକସ୍ମିକ କ୍ଷତି ସହିବାକୁ ପଡିପାରେ। ପରିବାରରେ ବାଦବିବାଦ ଦେଖାଦେଇପାରେ।

 

 

The post ୨୨ଫେବ୍ରୁଆରୀ, ମଙ୍ଗଳବାର: ଶତ୍ରୁମାନେ ହଇରାଣରେ ପକାଇପାରନ୍ତି appeared first on Odisha Reporter.



from Odisha Reporter https://ift.tt/ViBOqxF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages