୧୪ ଏପ୍ରିଲ, ଗୁରୁବାର: ବିନା କାରଣରେ ବାଦବିବାଦରେ ଫସିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 13, 2022

୧୪ ଏପ୍ରିଲ, ଗୁରୁବାର: ବିନା କାରଣରେ ବାଦବିବାଦରେ ଫସିପାରନ୍ତି

ମେଷ: କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ ବାଣିଜ୍ୟରେ ଲାଭ, କ୍ଷତି ସମାନ ରହିବ। ଚିନ୍ତିତ ରହିବେ।

ବୃଷ: ବ୍ୟବସାୟରେ ଅଚାନକ କ୍ଷତି ହୋଇଯାଇପାରେ। ପରିବାର ବର୍ଗଙ୍କ ସାଙ୍ଗରେ ମତାନ୍ତର ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଲାଭବାନ ହେବେ।

କର୍କଟ: ବିନା କାରଣରେ ବାଦବିବାଦରେ ଫସିପାରନ୍ତି। ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ନୂତନ ଗବେଷଣାମୂଳକ କାର୍ଯ୍ୟରେ ମନ ନିବେଶ କରିବେ। ପରିବାରରେ ଶାନ୍ତି ପାଇବେ।

କନ୍ୟା: ଅତ୍ୟଧିକ ବ୍ୟୟ ବଢିଯିବ। ନିଜ ମନ ପସନ୍ଦର ଦ୍ରବ୍ୟ ହାନି ହୋଇଯାଇପାରେ। ପରିବାର ବର୍ଗଙ୍କ ସହ ଦୂରଯାତ୍ରା କରିପାରନ୍ତି।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ବା ବ୍ୟବସାୟ ପାଇଁ ନିଷ୍ପତ୍ତି ନେବେ। ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ବିଛା: ଉପସ୍ଥିତ ବୁଦ୍ଧି ଲଗାଇ ବିଭିନ୍ନ ସମସ୍ୟାର ସମାଧାନ କରିନେବା ଦ୍ୱାରା ପ୍ରସଂଶିତ ହେବେ। ଅତ୍ୟଧିକ ବ୍ୟୟ ଚିନ୍ତାର କାରଣ ହେବ। ପରିବାରରେ ବନ୍ଧୁବାନ୍ଧବଙ୍କ ସହିତ ଦୂରଯାତ୍ରା କରିପାରନ୍ତି।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଅଟକି ରହିଥିବା କାଯ୍ୟକୁ ସମ୍ପୂର୍ଣ୍ଣ କରିବେ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଶାରୀରିକ ପିଡ଼ା ଅନୁଭବ କରିପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ, ଦେହ ଖରାପ ହୋଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବନ୍ଧୁବାନ୍ଧବଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ। ଆଘାତ ଲାଗିପାରେ ସତର୍କ ରହିବେ।

ମୀନ: ଆଗରୁ ଚାଲିଥିବା ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତ ହେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ କରିବେ।

 

The post ୧୪ ଏପ୍ରିଲ, ଗୁରୁବାର: ବିନା କାରଣରେ ବାଦବିବାଦରେ ଫସିପାରନ୍ତି appeared first on Odisha Reporter.



from Odisha Reporter https://ift.tt/GopwkVF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages