ସହର ଗଢ଼ିବେ, ବସ୍ତିର ଝିଅ। ଏହି କାହାଣୀ ହେଉଛି- କଟକ ମହାନଗର ନିଗମର ଡେପୁଟୀ ମେୟରଙ୍କର। ବୟସ ବେଶୀ ନୁହେଁ, କିନ୍ତୁ ସଂଘର୍ଷକୁ ସାମ୍ନା କରିବାର ଅଭିଜ୍ଞତା ଢ଼େର। ସାଧାରଣ ଛାତ୍ରୀଟିଏରୁ ଓଡ଼ିଶାର ସବୁଠୁ ପୁରୁଣା ନଗର ଡେପୁଟୀ ମେୟର। କେମିତି ଥିଲା ଯାତ୍ରା, କ’ଣ ଥିଲା ଆହ୍ବାନ ଏବଂ କ’ଣ ରଖିଛନ୍ତି ଲକ୍ଷ୍ୟ? ଦିଶା କାର୍ଯ୍ୟକ୍ରମରେ ଭେଟିବା ମ୍ୟାଡମ୍ ଦମୟନ୍ତୀ ମାଝୀଙ୍କୁ।
The post କୁଡ଼ିଆର ଝିଅ ଲେଖିବେ କଟକର କାହାଣୀ appeared first on Odisha Reporter.
from Odisha Reporter https://ift.tt/sWAt3NG
No comments:
Post a Comment