୨୬ ଏପ୍ରିଲ, ମଙ୍ଗଳବାର: ଶୁଭ ସମାଚାର ପାଇ ଖୁସି ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 25, 2022

୨୬ ଏପ୍ରିଲ, ମଙ୍ଗଳବାର: ଶୁଭ ସମାଚାର ପାଇ ଖୁସି ହେବେ

ମେଷ: ବ୍ୟବସାୟରେ ଉନ୍ନତି ହେବ। ଉଚିତ ପନ୍ଥା ଗ୍ରହଣ କରିବା ଫଳରେ ମାନସିକ ଅସ୍ଥିରତା ଦୂରେଇ ଯିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ବୃଷ: କୌଣସି ଖବର ପାଇ ଖୁସି ହେବେ। ନୂଆ ଜାଗା, ଜମି ଅବା ଗୃହ ଆଦି କ୍ରୟ କରିବାର ଯୋଜନା କରିବେ।

ମିଥୁନ: ବ୍ୟବସାୟୀମାନଙ୍କ ଆୟ ଉତ୍ତମ ରହିବ। ମିଠା କଥା କହି କାର୍ଯ୍ୟ ହାସଲ କରିବେ। ରାଜନୀତିରେ ପ୍ରଶଂସିତ ହେବେ।

କର୍କଟ: ଉଚ୍ଚଆଶା ପୂରଣ ହେବ। ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ବୁଦ୍ଧି ଖଟେଇ ଉଚିତ ମାର୍ଗରେ ଚାଲିବେ।

ସିଂହ: ଶୁଭ ସମାଚାର ପାଇ ଖୁସି ହେବେ। ଚିତ୍ତପ୍ରସନ୍ନ ରହିବା ସହ କାର୍ଯ୍ୟ ସିଦ୍ଧି ହେବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ।

କନ୍ୟା: ଆର୍ଥିକ ସ୍ଥିତି ପୂର୍ବପରି ରହିବ। ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ କରିବେ। ଚାକିରି କରୁଥିବା ଲୋକେ ପଦୋନ୍ନତିର ସୂଚନା ପାଇପାରନ୍ତି।

ତୁଳା: ସମସ୍ତ ପ୍ରକାର ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଶତ୍ରୁ ମାନଙ୍କୁ ପରାସ୍ତ କରି ପାରିବେ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ।

ବିଛା: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ସସସ୍ତଙ୍କ ସହିତ ଭଲ ସଂପର୍କ ରହିବ। ବ୍ୟବସାୟ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିପାରିବେ। ନୂତନ ଚାକିରି ପାଇଁ ପ୍ରୟାସ କରୁଥିଲେ ଶୁଭ ସମାଚାର ମିଳିପାରେ।

ମକର: ଅଚାନକ ଧନ ପ୍ରାପ୍ତି ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ।

କୁମ୍ଭ: ଶିକ୍ଷାକ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂରଣ ହେବ। କୌଣସି ସମସ୍ୟା ଥିଲେ ତା’ର ସମାଧାନ ହୋଇଯିବ।

ମୀନ: ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ପରିବାରରେ ଶାନ୍ତିର ବାତାବରଣ ରହିବ।

The post ୨୬ ଏପ୍ରିଲ, ମଙ୍ଗଳବାର: ଶୁଭ ସମାଚାର ପାଇ ଖୁସି ହେବେ appeared first on Odisha Reporter.



from Odisha Reporter https://ift.tt/8Z3RDgM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages