ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲଗୁଡିକୁ ନୂଆ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ ପଟେ ସ୍କୁଲଗୁଡିକରେ ଶିକ୍ଷକ ନାହାନ୍ତି। ଏଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱର ପ୍ରଶାନ୍ତି ବିହାରର ଚିତ୍ର। ଏଠାରେ ଥିବା ହାଇସ୍କୁଲରେ ୧୫୦ରୁ ଅଧିକ ପିଲାଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଥିବା ଅଭିଯୋଗ ହୋଇଛି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଛାତ୍ରଛାତ୍ରୀ।
The post ନାକ ତଳେ ମାଛି ଭଣ ଭଣ! appeared first on Odisha Reporter.
from Odisha Reporter https://ift.tt/8gy45sY
No comments:
Post a Comment