ହାଇ ସିକ୍ୟୁରିଟି ନମ୍ବରପ୍ଲେଟକୁ ନେଇ ଲୋକେ ହଇରାଣ ହେଉଛନ୍ତି। ହାଇ କୋର୍ଟ ସିନା ମାସେ ପାଇଁ ଆଶ୍ୱସ୍ତି ଦେଇଛନ୍ତି ମାତ୍ର ରାଜ୍ୟ ସରକାର ଅବସ୍ଥା ନଦେଖି ବ୍ୟବସ୍ଥା କାହିଁକି କରୁଛନ୍ତି ତାହା କିଛି ବୁଝାପଡୁନାହିଁ। ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମରେ ‘ଚୋରି ରୋକିପାରିବ ତ ନମ୍ବର ପ୍ଲେଟ୍?’
The post ‘ଚୋରି ରୋକିପାରିବ ତ ନମ୍ବର ପ୍ଲେଟ୍?’ appeared first on Odisha Reporter.
from Odisha Reporter https://ift.tt/QZyDC9l
No comments:
Post a Comment