୨୩ ଅକ୍ଟୋବର, ରବିବାର: ଖୁସି ଖବର ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 22, 2022

୨୩ ଅକ୍ଟୋବର, ରବିବାର: ଖୁସି ଖବର ମିଳିବ

ମେଷ: ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ। ଆଗରୁ ଭାବିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ।

ବୃଷ: କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ନାହିଁ। ସେଥିପାଇଁ ମନ ଭଲ ରହିବ ନାହିଁ। ସନ୍ତାନମାନଙ୍କ ଭବିଷ୍ୟତକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ: ସ୍ୱାମୀସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବହୁ ଦିନରୁ ବାକି ପଡ଼ିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

କର୍କଟ: ବହୁଦିନରୁ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଖୁସି ଖବର ପାଇବେ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ସୁସ୍ୱାଦୁ ଭୋଜନ କରିବେ।

ସିଂହ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ଖୁସି ଖବର ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। ନୂଆ କାର୍ଯ୍ୟ ପାଇଁ ଯୋଜନା କରିବେ।

ତୁଳା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ବ୍ୟବସାୟରେ ଅଯଥାରେ ଅର୍ଥ ବ୍ୟୟ ହେବ। ରାଜନୀତିରେ ସଫଳତା ପାଇବେ ନାହିଁ ବରଂ ଅପଦସ୍ତ ହୋଇପାରନ୍ତି।

ବିଛା: ପାରିବାରିକ ଜୀବନ ଖୁସିରେ କଟିବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଘରକୁ ବନ୍ଧୁଙ୍କର ଆଗମନ ହେବ।

ଧନୁ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବ। ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। ଦୂରସ୍ଥାନକୁ ଯାତ୍ରା କରିବେ।

ମକର: ପିଲାମାନଙ୍କ ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରେ ଉନ୍ନତି ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ଅସୁବିଧାରେ ପକାଇ ପାରନ୍ତି। ତେଣୁ ଜଗିରଖି ଚଳିବାକୁ ପଡ଼ିବ। ସ୍ୱାସ୍ଥ୍ୟହାନି ଘଟିବାରୁ ଘରେ କାହାରି ମନ ଭଲ ରହିବ ନାହିଁ।

ମୀନ: ବକେୟା ଅର୍ଥ ମିଳିବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଲାମାନଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ରହିବ।

The post ୨୩ ଅକ୍ଟୋବର, ରବିବାର: ଖୁସି ଖବର ମିଳିବ appeared first on Odisha Reporter.



from Odisha Reporter https://ift.tt/6VrDsy9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages