କୋରେଇ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ସାଧାରଣରେ କେବଳ ଗୋଟିଏ ଚର୍ଚ୍ଚା ଯେ କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା ? ଏମିତି ଏକ ଦୁର୍ଘଟଣା ପାଇଁ ଦାୟୀ କିଏ? କେମିତି ରେଳ ଷ୍ଟେସନ୍ ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍? ଦୁର୍ଘଟଣା ବେଳେ ଟ୍ରେନର ବେଗ ସାମାନ୍ୟରୁ ଅଧିକ ଥିଲା କି? ଦୁର୍ଘଟଣା ପରେ କୁଆଡ଼େ ଗଲା ଟ୍ରେନ ଚାଳକ?
The post କୁଆଡ଼େ ଗଲା ଟ୍ରେନ ଡ୍ରାଇଭର? appeared first on Odisha Reporter.
from Odisha Reporter https://ift.tt/FmXcZBj
No comments:
Post a Comment