କଂଗ୍ରେସ ଭୋଟ ବ୍ୟାଙ୍କ ହାତେଇବା ପାଇଁ ପ୍ରୟାସ ଆରମ୍ଭ। ଆଗରୁ ଅନେକ ଉପ ନିର୍ବାଚନରେ କଂଗ୍ରେସର ଭୋଟ ବହୁମାତ୍ରାରେ କମିଯାଉଥିବାରୁ ଦଳକୁ ଅମାନତ ହରାଇବାକୁ ପଡୁଛି। ଗତ ଧାମନଗର ନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ପରେ ପଦ୍ମପୁରରେ କଂଗ୍ରେସ ଭୋଟ କାହା ଭାଗରେ କେତେ ପଡ଼ିବ ତାକୁ ନେଇ ବିଜେପି ଏବଂ ବିଜେଡି ଅଙ୍କ କଷୁଛନ୍ତି।
The post ବିଜେଡି ବାଣ୍ଟିଛି କଂଗ୍ରେସ ଟିକେଟ୍! appeared first on Odisha Reporter.
from Odisha Reporter https://ift.tt/fGSCjQ5
No comments:
Post a Comment