ରାଜଧାନୀ ଉଠିଆସିଛି ପଦ୍ମପୁରକୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 23, 2022

ରାଜଧାନୀ ଉଠିଆସିଛି ପଦ୍ମପୁରକୁ

ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ରାଜ୍ୟର ପ୍ରାୟ ସବୁ ମନ୍ତ୍ରୀ ଏବେ ପଦ୍ମପୁରରେ। ବିଜେଡି ଏବଂ ବିଜେପିର ପ୍ରାୟ ସବୁ ବିଧାୟକ ପଦ୍ମପୁରରେ। ପଦ୍ମପୁର ଉପରେ ଏବେ ରାଜ୍ୟ ସରକାର ଏବଂ ବାବୁଙ୍କର ଫୋକସ୍। ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଥିବା ପଦ୍ମପୁର ଏବେ ମିନି କ୍ୟାପିଟାଲ୍। କାରଣ ପଦ୍ମପୁର କହିବ ୨୪ର ରେଜଲଟ୍ କଣ ହେବ।

The post ରାଜଧାନୀ ଉଠିଆସିଛି ପଦ୍ମପୁରକୁ appeared first on Odisha Reporter.



from Odisha Reporter https://ift.tt/k7lG9na

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages