ଜିତାଇଲି, ଏବେ ମୋତେ ମନ୍ତ୍ରୀ କର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 19, 2022

ଜିତାଇଲି, ଏବେ ମୋତେ ମନ୍ତ୍ରୀ କର!

ଚର୍ଚ୍ଚା ହେଉଛି ଏବେ ସୁଶାନ୍ତ ମାଗୁଛନ୍ତି ମନ୍ତ୍ରୀ ପଦ। କୁଆଡ଼େ କହୁଛନ୍ତି ପଦ୍ମପୁରରେ ବର୍ଷାଙ୍କୁ ଜିତାଇଲି ଏବେ ମନ୍ତ୍ରୀ କର ବୋଲି। ରୀତା ସାହୁଙ୍କୁ ହଟାଇ ବରଗଡ଼ ଜିଲ୍ଲାରୁ ତାଙ୍କୁ ମନ୍ତ୍ରୀ କରିବାକୁ ଦାବି କରୁଛନ୍ତି। ତେବେ ପଦ୍ମପୁର ପୁରସ୍କାର ପାଇଁ ଅଦଳବଦଳ ହେବ କି ମନ୍ତ୍ରିମଣ୍ଡଳ?

The post ଜିତାଇଲି, ଏବେ ମୋତେ ମନ୍ତ୍ରୀ କର! appeared first on Odisha Reporter.



from Odisha Reporter https://ift.tt/Eah8Kog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages