ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ଧାତିକା ପଞ୍ଚାୟତ ଶରଡିହା ଗାଁର ରଜପାଣି ପାତ୍ର। ଗମ୍ଭାରୀ ଗଛରେ ବେକରେ ଗାମୁଛା ଲାଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ତ୍ରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dspGi42
No comments:
Post a Comment