ସୁନା ଶଙ୍ଖ ଲୋଭ ଦେଖାଇ ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 22, 2023

ସୁନା ଶଙ୍ଖ ଲୋଭ ଦେଖାଇ ୨ ଗିରଫ

ନକଲି ସୁନାଶଙ୍ଖ କାରବାର ଅଭିଯୋଗରେ ୨ ଗିରଫ। ବିକ୍ରି କରିଥିବା ଲୋକ ଏବଂ କିଣିଥିବା ଲୋକ ଉଭୟଙ୍କୁ ଗିରଫ କଲା ପୋଲିସ। ବିକ୍ରେତାକୁ ଠକେଇ ପାଇଁ ଓ କ୍ରେତାକୁ ଅପହରଣ ଅଭିଯୋଗରେ ଗିରଫ। ଠକେଇର ଶିକାର ବ୍ୟକ୍ତି ମଧ୍ୟପ୍ରଦେଶର, ଠକିଥିବା ଲୋକ ମୈଦଲପୁରର ବୋଲି ଜଣାପଡିଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ORA48yU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages